ସଦାପ୍ରଭୁ ଙ୍କ ନାମ ମାନଙ୍କ ମଧ୍ୟରୁ ୧୭୬ ଟି ନାମ
ଆଜିର ଆଲୋଚନା - ସଦାପ୍ରଭୁ ଙ୍କ ନାମ ଓ ଗୁଣ ମାନଙ୍କ ମଧ୍ୟରୁ କିଛି...👇👇
ପ୍ରତ୍ୟେକ ବିଶ୍ଵସୀମାନଙ୍କ କର୍ତ୍ତବ୍ୟ ଏହା ଯେ "ସଦାପ୍ରଭୁ ଙ୍କ ନାମର ପ୍ରଶଂସା କରିବା"
🙏 Introduction ଉପକ୍ରମଣିକା
👉 ସଦାପ୍ରଭୁ ଙ୍କ ନାମ ପବିତ୍ର , ତିବ୍ର,ପ୍ରଚଣ୍ଡ,ସ୍ୱତିସ୍ଥି ନାମ ।
👉 *ମଲାଖି ୧:୧୧* ସଦାପ୍ରଭୁ ଙ୍କ ନାମ ମହତ ଅଟେ ।
👉 *ହିତୋପଦେଶ ୧୮:୧୦* ସଦାପ୍ରଭୁ ଙ୍କ ନାମ ଦୃଢ଼ଗଡ଼ ।
👉 *ନିହିମିୟା ୯:୫* ସଦାପ୍ରଭୁ ଙ୍କ ନାମ ପ୍ରତାପାନ୍ୱିତ ନାମ ଅଟେ ।
👉 *ପ୍ରେରିତ ୩:୬, ୪:୧୦* ଯୀଶୁଙ୍କ ନାମରେ ଖଞ୍ଜ କୁଦା ମାରେ ।
👉 *ପ୍ରେରିତ ୩:୧୬* ତାହାଙ୍କ ନାମ ବଳବାନ କରିଅଛି ।
👉 *ପ୍ରେରିତ ୪:୧୨, ୧୦:୪୩,* ତାହାଙ୍କ ନାମରେ ପରିତ୍ରାଣ ଓ ପାପକ୍ଷମା ।
👉 *ଯୋହନ ୨୦:୩୧* ତାହାଙ୍କ ନାମରେ ଜୀବନ ପ୍ରାପ୍ତ ।
👉 *ଯାତ୍ରା ୩:୧୫* ଏହି ନାମ ଅନନ୍ତକାଳସ୍ଥାୟୀ ।
👉 *ଗୀତ ୩୩:୨୧* ତାହାଙ୍କ ପବିତ୍ର ନାମରେ ବିଶ୍ଵାସ କଲେ ଅନ୍ତଃକରଣରେ ଆନନ୍ଦ ହେବ ।
👉 *ଗୀତ ୧୦୬:୪୭* ତାହାଙ୍କ ପବିତ୍ର ନାମକୁ ଧନ୍ୟବାଦ, ପ୍ରଶଂସା କରିବା ପାଇଁ ଆମ୍ଭମାନଙ୍କୁ ପରିତ୍ରାଣ କରିଅଛନ୍ତି । *ଗୀତ ୧୪୫:୨୧*
🙏 *ସଦାପ୍ରଭୁ ଙ୍କ ନାମ କୁ ଅପବ୍ୟବହାର ନ କର* ।
👉 *ଯାତ୍ରା ୨୦:୭* ପରମେଶ୍ଵର ଙ୍କ ନାମ ମିଥ୍ୟା ରେ ନ ନେବ ।
👉 *ଲେବୀ ୨୨:୨* ପବିତ୍ର ନାମକୁ ଅପବିତ୍ର ନ କର ।
👉 *୨ୟ ବିବରଣୀ ୨୮:୫୮-୫୯* ଗୌରବମୟ ଓ ଭୟଙ୍କର ନାମ କୁ ଭୟ କରିବା ପାଇଁ ମନଯୋଗ କର ।
🙏 *ସଦାପ୍ରଭୁ ଙ୍କ ନାମ ର ପ୍ରଶଂସା କରିବା ଆବଶ୍ୟକ* ।
ପ୍ରଶଂସା = ଗୁଣ ପ୍ରକାଶ,
👉 *ଗୀତ ୧୮:୪୯* ଏହେତୁ, ହେ ସଦାପ୍ରଭୁ, ମୁଁ ଗୋଷ୍ଠୀୟମାନଙ୍କ ମଧ୍ୟରେ ତୁମ୍ଭର ଧନ୍ୟବାଦ କରିବି ଓ ତୁମ୍ଭ ନାମର ପ୍ରଶଂସା ଗାନ କରିବି।
👉 *ଗୀତ ୬୯:୩୦* ମୁଁ ଗୀତରେ ପରମେଶ୍ୱରଙ୍କ ନାମର ପ୍ରଶଂସା କରିବି ।
👉 *ଗୀତ ୭୪: ୨୧* ଦରିଦ୍ର ଓ ଦୀନହୀନ ତୁମ୍ଭ ନାମର ପ୍ରଶଂସା କରନ୍ତୁ।
👉 *ଗୀତ ୧୪୫:୨* ସଦାସର୍ବଦା ମୁଁ ତୁମ୍ଭ ନାମର ପ୍ରଶଂସା କରିବି।
👉 *ଗୀତ ୨୯:୨* ସଦାପ୍ରଭୁ ଙ୍କ ନାମ ର ଗୌରବ କୀର୍ତ୍ତନ କର ।
👉 *ଗୀତ ୩୪:୩* ଆମ ଆମ୍ଭେମାନେ ଏକ ସଙ୍ଗେ ତାହାଙ୍କ ନାମର ପ୍ରତିଷ୍ଠା କରୁ ।
👉 *ଗୀତ ୬୬:୨* ତାହାଙ୍କ ନାମର ମହିମା କୀର୍ତ୍ତନ କର ; ।
ପରମେଶ୍ଵର ଙ୍କ ନାମ ଓ ଗୁଣ ମାନଙ୍କ ମଧ୍ୟରୁ କିଛି,
🔹୧. *ଆଶ୍ଚର୍ଯ୍ୟ* । ଯିଶାଇୟ ୯:୬
🔹୨. *ମନ୍ତ୍ରୀ* । ଯିଶାଇୟ ୯:୬,
🔹୩. *ଶାନ୍ତିରାଜା* । ଯିଶାଇୟ ୯:୬,
🔹୪. *ଗୌରବମୟ ରାଜା* । ଗୀତ ୨୪:୭-୧୦,
🔹୫. *ଅନନ୍ତକାଳିନ ଶୈଳ* । ଯିଶାଇୟ ୨୬:୪,
🔹 ୬. *ବୀର ସଦାପ୍ରଭୁ* । ଗୀତ ୨୪:୮
🔹 ୭. *ରାଜା ମାନଙ୍କ ରାଜା* । ପ୍ରକାଶିତ ୧୯:୧୬,
🔹୮. *ପ୍ରଭୁ ମାନଙ୍କ ପ୍ରଭୁ* । ପ୍ରକାଶିତ ୧୯:୧୬,
🔹 ୯. *ସୈନ୍ୟାଧିପତି ସଦାପ୍ରଭୁ* । ଗୀତ ୪୬:୧୧,୧୭,
🔹 ୧୦. *ଶାରୋଣ ର ଗୋଲାପ* । ପରମଗୀତ ୨:୧,
🔹୧୧. *ଚିକିତ୍ସକ* ।
🔹 ୧୨. *ଉଦ୍ଧାର କର୍ତ୍ତା* । ଗୀତ ୧୮:୨,
🔹୧୩. *Provider ଯୋଗାଇବା ପରମେଶ୍ଵର* । ଆଦି ୨୨:୮, ୩୦:୩୦,
🔹 ୧୪. Creator *ସୃଷ୍ଟି କର୍ତ୍ତା* । ଯିଶାଇୟ ୪୦:୨୮,
🔹୧୫. *କୁମ୍ଭକାର* Potter ଯିଶାଇୟ ୬୮:୮,
🔹 ୧୬. *ପ୍ରଭାତୀ ତାରା* । ୨ୟ ପିତର ୧:୧୯,
🔹 ୧୭. *କୋଣର ପ୍ରସ୍ତର* । ୧ମ ପିତର ୨:୬-୭,
🔹 ୧୮. *ଭାବବାଦୀ* । ମାର୍କ ୬:୧୫,
🔹 ୧୯. *ତ୍ରାଣକର୍ତ୍ତା,ବା ରକ୍ଷାକର୍ତ୍ତା,* ଯୋହନ ୪:୪୨,
🔹 ୨୦. *ଯେ, ଅଛୁ ସେ ଅଛୁ* , । ଯାତ୍ରା ୩:୧୪,
🔹 ୨୧. *ଯୀଶୁ ଇଶ୍ଵରଙ୍କ ଜ୍ଞାନ* । ୧ମ କରିନ୍ଥୀୟ ୧:୨୧-୨୪,
🔹 ୨୨. *ମଣ୍ଡଳୀ ର ମସ୍ତକ* । ଏଫିସିୟ ୫:୨୩,
🔹 ୨୩. *ଶାସନ କର୍ତ୍ତା* । ଗୀତ ୨୨:୨୮,
🔹 ୨୪. *ନ୍ୟୟବାନ୍ ବିଚାର କର୍ତ୍ତା* ।
🔹 ୨୫. *ଆଶ୍ରୟ ଦାତା* । ଗୀତ ୧୪:୬ ,
🔹 ୨୬. *ବିଘ୍ନଜନକ ପାଷାଣ* । ରୋମୀ ୯:୩୩,
🔹 ୨୭ . *ଢାଲ* । ଗୀତ ୩:୩,
🔹 ୨୮. *ଦୟାଳୁ* । ଗୀତ ୧୦୩:୮,
🔹 ୨୯. *କୃପାମୟ* । ଗୀତ ୧୦୩:୮,
🔹 ୩୦. *ବିଶ୍ଵାସନୀୟ ପରମେଶ୍ଵର* । ୨ୟ ବିବରଣୀ ୭:୯,
🔹 ୩୧. *ଦାତା* । ମାଥିଉ ୭:୭,
🔹 ୩୨. *ପବିତ୍ରତା ଦ୍ୱାରା ବିଜୟୀ* । ପ୍ରକାଶିତ ୫:୫,
🔹 ୩୩. ଅଭିଭୂତ କାରୀ ବା ଗ୍ରାସକାରୀ ଅଗ୍ନି । ଏବ୍ରି ୧୨:୨୯,
🔹 ୩୪. *ଉନ୍ନତ ପରମେଶ୍ଵର* । ଗୀତ ୮୩:୧୮,
🔹 ୩୫. *ଆରେଗ୍ୟକାରୀ* ।
🔹 ୩୬. *ପ୍ରତିପାଳକ* । ଗୀତ ୨୩:୧,
🔹 ୩୭. *ଯୋଗେଇବା ପରମେଶ୍ଵର* ।
🔹 ୩୭. *ବିଦ୍ୟମାନ* । ଯିହିଯିକଲ ୪୮:୩୫,
🔹 ୩୮. *ଶାନ୍ତି ଦାତା ପରମେଶ୍ଵର* । ବିଚାର କର୍ତ୍ତା ୬:୨୪,
🔹 ୩୯. *ଅନନ୍ତକାଳିନ ପରମେଶ୍ଵର* ।
🔹 ୪୦. *ପ୍ରତିରକ୍ଷାକାରୀ* ।
🔹 ୪୧. *ଜଗତର ତ୍ରାଣକର୍ତ୍ତା* । ଗୀତ ୭୮:୩୫, ୧୯:୧୪,
🔹 ୪୨. *ସ୍ୱାନ୍ତନାକାରୀ* । ବିଳାପ ୧:୧୬,
🔹 ୪୩. *ତ୍ରିତ୍ୱ ଇଶ୍ଵରଙ୍କ ପରିଷଦ* ।
🔹 ୪୪. *ଉପଦେଷ୍ଟା* । ୨ୟ ବିବରଣୀ ୪:୩୬,
🔹 ୪୫. *ଶିକ୍ଷକ* । ଆୟୁବ ୩୬:୨୨,
🔹୪୬. *ପ୍ରେରଣା ଦାତା* । ୨ୟ ଶାମୁୟେଲ ୨୪:୧୩,
🔹 ୪୭. *ଅନୁସ୍ମାରକ, ସ୍ମରଣ ଦାତା,*
🔹 ୪୮. *ଅଦୃଶ୍ୟ ଇଶ୍ଵର* । କଲସୀୟ ୧:୧୫,
🔹 ୪୯. *ଗୌରବର ଭରଷା ସ୍ଵରୁପ ପରମେଶ୍ଵର* । କଲସୀୟ ୧:୨୭,
🔹 ୫୦. *ଯିହୁଦା ର ସିଂହ* । ହୋଶେୟ ୫:୧୪,
🔹 ୫୧. *ଯିଶୟ ଙ୍କ ମୂଳ* । ଯିଶାଇୟ ୧୧:୧,
🔹 ୫୨. *ଯୋଦ୍ଧା* । ଯିଶାଇୟ ୪୨:୧୩,
🔹 ୫୩. *ଇଶ୍ଵରଙ୍କ ମେଷଶାବକ* । ଯୋହନ ୧:୨୯,
🔹 ୫୪. *ଧରି ରଖିବା ପରମେଶ୍ଵର* । ଯିଶାଇୟ ୫୯:୧୬,
🔹 ୫୫. *ଉତ୍ସାହ ଦାତା* । ତୀତସ ୧:୯,
🔹 ୫୬. *ଜଗତର ଜ୍ୟୋତି* । ଯୋହନ ୮:୧୨,
🔹 ୫୭. *ପୁନଃ ସଂସ୍ଥାପକ କାରୀ ପରମେଶ୍ଵର* ।
🔹 ୫୮. *ନୀରବକର୍ତ୍ତା,* ଯିରିମିୟ ୮:୧୪, ୫୦:୩୦, ୪୮:୨,
🔹 ୫୯. *ଝଡ଼ଶାନ୍ତକାରୀ ପରମେଶ୍ଵର* । ମାର୍କ ୪:୪୧,
🔹 ୬୦. ଘୋଷଣା କାରୀ । ଲୁକ ୧୨:୩,
🔹 61. *ଘୋଷଣା କାରୀ* । ଲୁକ ୧୨:୩,
🔹 ୬୨. *ଅନାଥ ମାନଙ୍କ ପିତା* । ଗୀତ ୬୮:୫,
🔹 ୬୩. *ବିଧବାର ସ୍ୱ।ମି* । ଯିଶାଇୟ ୫୪:୪-୫,
🔹 ୬୪. *ଆକାଶ ର ନିର୍ମାଣକାରୀ* । ଗୀତ ୧୩୪:୩,
🔹 ୬୫. *ପଥ* । ଯୋହନ ୧୪:୬,
🔹 ୬୬. *ସତ୍ୟ* । ଯୋହନ ୧୪:୬,
🔹 ୬୭. *ଜୀବନ* । ଯୋହନ ୧୪:୬,
🔹 ୬୮. *ଜୀବନଦାୟକ ଆହାର* । ଯୋହନ ୬:୩୫,୪୮,
🔹 ୬୯. *ଆହାର ଦାତା* । ଗୀତ ୧୩୬:୨୫,
🔹 ୭୦. *Champion of champions* .
🔹 ୭୧. *ବିଜୟୀ* । ପ୍ରକାଶିତ ୩:୨୧,
🔹 ୭୨. *ରଚକ, ରଚନା କାରୀ* । ଏଫିସୀ ୨:୧୦,
🔹 ୭୩. *ଲେଖକ* । ୨ୟ ବିବରଣୀ ୧୦:୨-୪,
🔹 ୭୪. *ସମାପ୍ତ କାରୀ* । ଯୋହନ ୧୭:୪,୧୯:୩୦,
🔹 ୭୫. *ପବିତ୍ରତା ର ଶୋଭା* । ଗୀତ ୯୩:୫,
🔹 ୭୬. *ଅନ୍ୟନ୍ତ ପ୍ରଶଂସନୀୟ* । ୧ମ ବଂଶାବଳୀ ୧୬:୨୫,
🔹 ୭୭. *ଦେବତା ଅପେକ୍ଷା ଭୟଯୋଗ୍ୟ* । ୧ମ ବଂଶାବଳୀ ୧୬:୨୫,
🔹 ୭୮. *ନିଦ୍ରା ନ ଯିବା ପରମେଶ୍ଵର* । ଗୀତ ୧୨୧:୪,
🔹 ୭୯. *ପୁରାତନ କାଳର ପରମେଶ୍ଵର* । ଯିଶାଇୟ ୪୫:୨୧,
🔹 ୮୦. *ଅନନ୍ତକାଳିନ ପରମେଶ୍ଵର* (ରାଜା) । ୧ମ ତୀମଥି ୧:୧୭,
🔹 ୮୧. *ଅନନ୍ତ ପରମେଶ୍ଵର* । ଆଦି ୨୧:୩୩,
🔹 ୮୨. *ଉତ୍କୃଷ୍ଟ ପରମେଶ୍ଵର* । ଏବ୍ରି ୧:୪,
🔹 ୮୩. *ଶକ୍ତିବିଶିଷ୍ଟ ପରମେଶ୍ଵର* । ଗୀତ ୨୯:୪,
🔹 ୮୪ . *ଅଗ୍ରଣୀ* । ଯିଶାଇୟ ୫୫:୪,
🔹 ୮୫. *ମୁଖ୍ୟ ନିର୍ମାତା* । ଏବ୍ରି ୧୧:୧୦,
🔹 ୮୬. *ଆୟୋଜକ* । ଯିରିମିୟ ୩୩:୯,
🔹 ୮୭. *ସ୍ନେହଶୀଳ ପରମେଶ୍ଵର* । ଗୀତ ୮୬:୧୫,
🔹 ୮୮. *Commander of chief heavenly host. ସୈନ୍ୟଧିପତି* । ଯିଶାଇୟ ୬:୫,
🔹 ୮୯. *Worthy king ସୁଯୋଗ୍ୟ ରାଜା* ।
🔹 ୯୦. *ତତ୍ବାବଧାରକ ପରମେଶ୍ଵର* ।
🔹 ୯୧. *ଶିଳ୍ପୀ , ନିର୍ମାଣ କାରୀ* । ଏବ୍ରି ୩:୪,
🔹 ୯୨. *ଆକୃତିଦାତା ପରମେଶ୍ଵର* । ଯିଶାଇୟ ୪୯: ୧୬,
🔹 ୯୩. *ଭଗ୍ନକାରୀ ପରମେଶ୍ଵର* । ଆୟୁବ ୧୬:୧୨,୩୮:୧୫,
🔹 ୯୪. *ପ୍ରଶଂସନୀୟ ସଦାପ୍ରଭୁ* । ଗୀତ ୧୮:୩,
🔹 ୯୫. *ସହାୟ* । ଗୀତ ୩୦:୧୦,
🔹 ୯୬.Rich than the richest. *ଧନୀ ମାନଙ୍କ ଧନବନ୍ତ* ।
🔹 ୯୭. *ପ୍ରାଚୀନ ମାନଙ୍କ ପ୍ରାଚିନ* ।
🔹୯୮. *Trust worthy God.*
🔹 ୯୯. *ବ୍ୟବସ୍ଥାକାରୀ* । Arranger.
🔹 ୧୦୦. *ପ୍ରତିଷ୍ଠାକାରୀ* । ଏବ୍ରି ୧୧:୧୦,
🔹 ୧୦୧. *ସଙ୍କଳ୍ପ କାରୀ* । ଏଫିସିୟ ୧:୯,
🔹 ୧୦୨. *ଉଚ୍ଚ ମନୋବୃତ୍ତି ବିଶିଷ୍ଟ* ।
🔹 ୧୦୩. *ଆକର୍ଷିତ କାରୀ* ।
🔹 ୧୦୪. *ଆଶ୍ରୟ ର ରବ* । ଯୋୟେଲ ୩:୧୬,
🔹 ୧୦୫. *ଦୃଢ଼ ଦୁର୍ଗସ୍ୱରୁପ ପରମେଶ୍ଵର* । ଯୋୟେଲ ୩:୧୬,
🔹 ୧୦୬. *ସୁନ୍ଦର ପରମେଶ୍ଵର* । ଗୀତ ୪୨:୨, ପରମଗୀତ ୧:୧୬,
🔹 ୧୦୭. *ଆଲ୍ଫା ଓ ଓମେଗା,* । ପ୍ରକାଶିତ ୧:୮,୧୧ ପ୍ରକାଶିତ ୨୧:୬, ୨୨:୩,
🔹 ୧୦୮. *ପରିସ୍ଥିତି ପରିବର୍ତ୍ତନ କାରୀ* ।
🔹 ୧୦୯. *ଆମ୍ଭମାନଙ୍କ ଆଶ୍ରୟ* । ଗୀତ ୪୬:୧,୯:୯,
🔹 ୧୧୦. *ଆମ୍ଭମାନଙ୍କ ଦୁର୍ଗ* । ଗୀତ ୩୧:୩, ୧୮:୨,
🔹 ୧୧୧. *ଢାଲ ଓ ଫଳକ* । ଗୀତ ୯୧:୪,
🔹 ୧୧୨. *ଆମ୍ଭମାନଙ୍କର ଧ୍ୱଜା* । ଯିଶାଇୟ ୧୧:୧୦,
🔹 ୧୧୩. *ଦୃଢ଼ ଦୁର୍ଗ* । ଗୀତ ୬୧:୩,
🔹 ୧୧୪. *ସର୍ବଦା ଅପରିବର୍ତ୍ତନୀୟ ପରମେଶ୍ଵର* । ଏବ୍ରି ୭:୨୪,
🔹 ୧୧୫. *ତଳଭୂମି ର ଶୋଶନ ପୁଷ୍ପ* । ପରମଗୀତ ୨:୧,
🔹 ୧୧୬. *ସବୁରେ ସବୁ , ସର୍ବେସର୍ବା* ।
🔹 ୧୧୭. *ଜୀବନର ସ୍ତମ୍ବ* ।
🔹 ୧୧୮. *ପ୍ରଥମଜାତ* । କଲସୀୟ ୧:୧୫,
🔹 ୧୧୯. *ବଧ ହୋଇଥିବା ମେଷଶାବକ* ।
🔹 ୧୨୦. *ଆମ୍ଭମାନଙ୍କର ଗୌରବ ର ମସ୍ତକ ଉଠାଇବା କର୍ତ୍ତା* । ଗୀତ ୩:୩
🔹 ୧୨୧. ଇଶ୍ଵରଙ୍କ ବାକ୍ୟ । ଯୋହନ ୧:୧,
🔹 ୧୨୨. ଆମ୍ଭମାନଙ୍କର ମହାଯାଜକ । ଏବ୍ରି ୩:୧,
🔹 ୧୨୩. ଆତ୍ମା ର ପାଳକ । ୧ମ ପିତର ୨:୨୫,
🔹 ୧୨୪. ଉଚ୍ଚ ଓ ଉନ୍ନତ ପରମେଶ୍ଵର । ଯିଶାଇୟ ୫୭:୧୫,
🔹 ୧୨୫. ଆମ୍ଭମାନଙ୍କର ସପକ୍ଷବାଦୀ Our advocate.
🔹 ୧୨୬. ସର୍ବଶକ୍ତିମାନ ପରମେଶ୍ଵର । ଆୟୁବ ୩୭:୧୩,
🔹 ୧୨୭. ବନ୍ଧୁରୂପି ପରମେଶ୍ଵର । ଲୁକ ୧୨:୪,
🔹 ୧୨୮. ଉପଯୁକ୍ତ ସମୟର ପରମେଶ୍ଵର ।
🔹 ୧୨୯. ଯିହୁଦା ବଂଶ ଜାତ ସିଂହ । ପ୍ରକାଶିତ ୫:୫,
🔹 ୧୩୦. ଅସୀମ କ୍ଷମତା ବିଶିଷ୍ଟ ପରମେଶ୍ଵର । Omnipotent. ପ୍ରକାଶିତ ୧୯:୬,
🔹 ୧୩୧. ସର୍ବବ୍ୟାପୀ omnipresent. ପ୍ରେରିତ ୧୭:୨୬,
🔹 ୧୩୨. ସର୍ବଦର୍ଶିତା,ସର୍ବଜ୍ଞାତା, omniscient. ୧ମ ଶାମୁୟେଲ ୨:୩,
🔹 ୧୩୩. ଅଗ୍ନି ସ୍ଵରୁପ ପରମେଶ୍ଵର । Consuming fire Adonai. ଏବ୍ରି ୧୨:୨୯
🔹 ୧୩୪. ଆରମ୍ଭ ଓ ଶେଷ The beginning and the end. ପ୍ରକାଶିତ ୨୧:୬,
🔹 ୧୩୫. ଜୀବନ୍ତ ଜଳ The living water. ଯୋହନ ୪:୧୦,
🔹 ୧୩୬. ପରିଷ୍କାରକ ଅନନ୍ତ ଅଗ୍ନି ସ୍ୱରୂପ ।
🔹 ୧୩୭. ଭୟାନକ ପରମେଶ୍ଵର Awesome God. ଦାନିୟେଲ ୯:୪,
🔹 ୧୩୮. ଗୌରବ ସ୍ୱରୂପ ପରମେଶ୍ଵର ।
🔹 ୧୩୯. ଯୁଦ୍ଧ ନିବୃତ କାରୀ ପରମେଶ୍ଵର । ଗୀତ ୪୬:୯,
🔹 ୧୪୦. ନିଶ୍ଚୟତା ର ପରମେଶ୍ଵର । ଗୀତ ୯୩:୫,
🔹 ୧୪୧. ସଦାପ୍ରଭୁ ଆମର ଧର୍ମ । ଯିରିମିୟ 23:6, ୩୩:୬,
🔹 ୧୪୨. ସଂଗ୍ରାମ ରେ ବୀର ପରମେଶ୍ଵର । ଗୀତ ୨୪:୮,
🔹 ୧୪୩. ପବିତ୍ରତା ରେ ଆଦରଣୀୟ ପରମେଶ୍ଵର । ଯାତ୍ରା ୧୫:୧୧,
🔹 ୧୪୪. ପ୍ରଶଂସା ରେ ଭୟାନକ ପରମେଶ୍ଵର । ଯାତ୍ରା ୧୫:୧୧
🔹 ୧୪୫. ବିକ୍ରମ ଶାଳୀ ପରମେଶ୍ଵର । ଗୀତ ୮୯: ୭-୮,
🔹 ୧୪୬. ବହୁ ଆଶ୍ଚର୍ଯ୍ୟ କାରୀ ପରମେଶ୍ଵର ।
🔹 ୧୪୭. ଆମ୍ଭମାନଙ୍କ ନିମନ୍ତେ ପ୍ରାର୍ଥନା କାରୀ । ୧ମ ଯୋହନ ୨:୧,
🔹 ୧୪୮. ସଦା ଆଶ୍ଚର୍ଯ୍ୟ କାରୀ । ଗୀତ ୭୭:୧୧,
🔹 ୧୪୯. ପ୍ରାର୍ଥନା ର ଉତ୍ତର ଦାତା ପରମେଶ୍ଵର । ଆଦି ୩୫:୩,
🔹୧୫୦. ମଧ୍ୟସ୍ଥି । ୧ମ ତୀମଥି ୨:୫,
🔹 Please pray for all the youths of all churches.
🔹୧୫୧. ପ୍ରତିରୋଧ କାରୀ
, ଅବୋରୋଧ କାରୀ Interceptor. ବିଳାପ ୩:୯,
🔹 ୧୫୨. ଗିଲିୟଦ ର ମଲମ ବା ଔଷଧ ।ଯିରିମିୟ ୮:୨୨,
🔹 ୧୫୩. El shaddai LORD GOD almighty.
🔹୧୫୪. El Elyon - Most high GOD.
🔹 ୧୫୫. Jihovah Nissi - The LORD is my banner.
🔹 ୧୫୬. Jihovah Raah - The LORD is my shepherd.
🔹 ୧୫୭. Jihovah Mekoddishkem ପବିତ୍ର କାରୀ । The LORD is sanctifies you.
🔹 ୧୫୮. El olam - The everlasting GOD.
🔹 ୧୫୯. Elohim - GOD.
🔹୧୬୦. Jihovah Elqanna (Jehovah Elkanna) - ସ୍ୱଗୌରବରେ ଉଦଯୋଗୀ ପରମେଶ୍ଵର ।Jealous GOD.
🔹 ୧୬୧. Jehovah Sabaoth - The LORD of Hosts.
🔹 ୧୬୨. Jehovah Elahica - Your GOD.
🔹୧୬୩. Jehovah Hossenes - LORD our creator.
🔹୧୬୪. Jehovah Elroi ସବୁ ଦେଖୁଥିବା ପରମେଶ୍ଵର। GOD who sees everything.
🔹୧୬୫. Jehovah Chereb ଆମ୍ଭମାନଙ୍କ ଖଡ୍ଗ ସ୍ୱରୂପ ପରମେଶ୍ଵର। LORD our sword.
🔹୧୬୬. Jehovah Ezer ଆମ୍ଭମାନଙ୍କ ସାହାଯ୍ୟ କାରୀ ପରମେଶ୍ଵର । LORD is my help.
🔹୧୬୭. Jehovah Hoshopet . LORD our Judge.
🔹୧୬୮. Jehovah Ori - The LORD is my light 🕯️
🔹୧୬୯. Jehovah immeka - The LORD is with you.
🔹୧୭୦. Jehovah Elnase - GOD who forgives you.
🔹୧୭୧. ପରମେଶ୍ଵର
🔹 ୧୭୨. ସଦାପ୍ରଭୁ
🔹୧୭୩. ସ୍ୱୟଂମ୍ବୁ
🔹 ୧୭୪. ଯିହୋବା
🔹୧୭୫. *ଦୟାନିଧି* । ଯୁନସ ୨:୮
🔹୧୭୬. *ସର୍ବସାଧନକର୍ତ୍ତା ପରମେଶ୍ଵର* । ଗୀତ ୫୭:୨
🔹 Please pray for my ministry.