କେହି ଜଣେ କହନ୍ତି, ଈଶ୍ୱର ଆମ୍ଭମାନଙ୍କୁ ସେହି ସମସ୍ୟାରୁ ଉଦ୍ଧାର କରିବେ ଯେଉଁଥିରେ ଆମ୍ଭେମାନେ ପଡ଼ି ଯାଇଅଛୁ। କିନ୍ତୁ ସେହି ସମସ୍ୟାରୁ ସେ ଉଦ୍ଧାର କରିବେ ନାହିଁ ଯେଉଁଥିରେ ଆମେ ନିଜେ ଡେଇ ପଡୁ।
ପରୀକ୍ଷା ସମୟରେ ଶୟତାନ ଯୀଶୁଙ୍କୁ କହିଲା, ତୁମ୍ଭେ ଯେବେ ଈଶ୍ୱରଙ୍କ ପୁତ୍ର, ତଳକୁ ଡେଇଁ ପଡ। ଯେହେତୁ ଲେଖାଅଛି ଈଶ୍ୱର ଆପଣା ଦୂତମାନଙ୍କ ଦ୍ଵାରା ଉଦ୍ଧାର କରିବେ।
ଏଠାରେ ଶୟତାନ ଯୀଶୁଙ୍କୁ ଡେଇଁ ପଡିବା ନିମନ୍ତେ କହି ଈଶ୍ୱରଙ୍କ ସୁରକ୍ଷାର ପ୍ରତିଜ୍ଞାକୁ ମନେ ପକାଉଛି। କିନ୍ତୁ ଯୀଶୁ ଈଶ୍ବରଙ୍କ ସୁରକ୍ଷାର ପ୍ରତିଜ୍ଞାକୁ ଶୁଣି ସେ ଡେଇଁ ପଡ଼ିଲେ ନାହିଁ। ଯେହେତୁ ସେ ଜାଣିଥିଲେ ସେହି ବାକ୍ୟର ପ୍ରକୃତ ଅର୍ଥ କଣ।
ଆସନ୍ତୁ ନିଜେ ଜାଣି ଶୁଣି ସମସ୍ୟାରେ ପଡ଼ି ଈଶ୍ବରଙ୍କ ସୁରକ୍ଷାର ପ୍ରତିଜ୍ଞାକୁ ଦାବୀ କରିବା ନାହିଁ।

ତେଣୁ ସାବଧାନ ହୋଇ ସମସ୍ୟାରେ ନିଜେ ଡେଇଁ ପଡ଼ିବା ନାହିଁ।