YOUTH LIFE
ଆଜି ମୋର ଜଣେ ଯୁବା ବନ୍ଧୁ ପ୍ରେମ ପାଇଁ ନିଜ କୁ ଫାଶୀ ଲଗେଇଦେଲା 21 ବର୍ଷ ର ଯୁବା ଜୀବନ ରେ କଣ ଯେ ଦେଖିଥିଲା ? କିନ୍ତୁ ଏହି ଜଗତ ର ଅନ୍ଧ ପ୍ରେମ ତା ଜୀବନ ନେଇଗଲା
ଅତ୍ୟନ୍ତ ଦୁଃଖର ବିଷୟ ଆଜି ମନୁଷ୍ୟ ମିଥ୍ୟା ପ୍ରେମ ରେ ନିଜ ଜୀବନ ସତେ ଦାଓ ଲଗାଉଛନ୍ତି ସାବଧାନ ଜୀବନ ଅତି ମୂଲ୍ୟବାନ ଅଟେ ଏହା କେବଳ ଥରେ ମାତ୍ର ମନୁଷ୍ୟ କୁ ମିଳିଥାଏ ପ୍ରେମ ନାମରେ ଜଗତ ର ଅନ୍ଧକାରରେ ନିଜ ଜୀବନ ନଷ୍ଟ କରନ୍ତୁ ନାହିଁ !! ଶୋଇତାନ ଆଜି ଅନେକ ଯୁବ ପିଢ଼ି କୁ ଏହି ମନ୍ଦ ପାପ ର କାର୍ଯ୍ୟ ରେ ଲିପ୍ତ କରିଛି ପ୍ରିୟ ବନ୍ଧୁ ଆଜି ଆପଣ ମଧ୍ୟ ଏହି ପ୍ରେମ ପାପ ରେ ଶିକାର ଅଟନ୍ତି କି ?
Carefull
ସାବଧାନ ଶୋଇତାନ ଆପଣଙ୍କୁ ମଧ୍ୟ୍ୟ ଏହି ମିଥ୍ୟା ପ୍ରେମ ଦ୍ୱାରା ଆପଣଙ୍କ ଜୀବନ ରେ ମଧ୍ୟ ଆତ୍ମହତ୍ୟା ର ମନଭାବ ଦେଇ ପାରେ ଜାଣି ରଖନ୍ତୁ ବାସ୍ତବ ରେ ସତ୍ୟ ପ୍ରେମ ବଞ୍ଚିବାର ଆଶା ଦିଏ ମୃତ୍ୟୁ ନୁହେଁ, ଦୁଃଖ ନୁହେଁ ଆନନ୍ଦ ରେ ପୂର୍ଣ୍ଣ କରେ, ଦୁର୍ବଳତା ରେ ବଳ ଦିଏ , ହିଂସା କରେ ନାହିଁ, କ୍ରୋଧ କରେ ନାହିଁ ଇର୍ଷା କରେ ନାହିଁ
, କେବେ ହେଲେ ସ୍ୱାର୍ଥ ଚେଷ୍ଟା କରେ ନାହିଁ, ଯୋଦ୍ୟାପି ଆମେ ଖରାପ ହେଇଥାଇପାରୁ ଥୋତାପୀ ସେ ପ୍ରେମ ଆମ ପ୍ରତି ସମାନ ଥାଏ ଆଉ ସେହି ପ୍ରେମ ଆପଣଙ୍କୁ ମୋତେ ଏହି ଜଗତ ଦେଇ ନ ପାରେ, କୌଣସି ଝିଅ, ବା ପୁଅ କିନ୍ତୁ ଜଣେ ଅଛନ୍ତି ଯେ ଆପଣ ଙ୍କୁ ଆଉ ମୋତେ ନିସ୍ଵାର୍ଥ ପର ପ୍ରେମ କଲେ , ମହା ପ୍ରେମରେ ପ୍ରେମ କଲେ ଆମକୁ ନୂତନ ଜୀବନ ଓ ଆଶା ଦେବା ପାଇଁ ପ୍ରେମ କଲେ ଆଉ ସେ ହଉଛନ୍ତି ପ୍ରଭୁ ଯୀଶୁ ଯାହା ଙ୍କ ପ୍ରେମ ଅପରିବର୍ତନିଅ ଅଟେ ସବୁ ବେଲେ ସବୁ ପରିସ୍ଥିତି ରେ ସମାନ ଅଟେ
ହମ୍ମ ସେ ଆମର ସ୍ତୁଷ୍ଟି କର୍ତ୍ତା ଅଟନ୍ତି ଆମେ ଯଦି ତାଙ୍କୁ ପ୍ରେମ କରିବା କେବେ ହେଲେ ଆମେ ଧୋକା ପାଇ ପାରିବା ନାହିଁ
,ଦୁଃଖ,ନିରାଶ ହତାଶ ନୁହେଁ କିନ୍ତୁ ନିଜକୁ ଆଉ ଅଧିକ ରୂପେ ବଞ୍ଚିବାର ଆଶା ଓ ଅନ୍ୟ ମାନଙ୍କୁ ମଧ୍ୟ ବଞ୍ଚିବାର ଆଶା ଦେଇ ପାରିବା ଆସନ୍ତୁ ନିଜ ହୃଦୟ କୁ ଯୀଶୁ ଙ୍କୁ ଦେବା
❤️ Writer By Jaga Santa