ପ୍ରେମୀ ସ୍ୱାମୀ ଆପଣ ଏବଂ ଆପଣଙ୍କର ସ୍ତ୍ରୀ

 ପ୍ରେମୀ ସ୍ୱାମୀ ଆପଣ ଏବଂ ଆପଣଙ୍କର ସ୍ତ୍ରୀ
 ସ୍ୱାମୀ ଓ ସ୍ତ୍ରୀଙ୍କର ସମ୍ବନ୍ଧ ଦୁର୍ବଳ ହୋଇଗଲେ ପରିବାର ମଧ୍ୟ ଦୁର୍ବଳ ହୋଇଯାଏ ଗୋଟିଏ ବଗିଚାରେ କେତେ ପ୍ରକାର ବୃକ୍ଷ ହୁଏ ଏବଂ କୌଣସି ବୃକ୍ଷ ବିନଷ୍ଟ ହୋଇଗଲେ, ତାହାର ଫଳ ମଧ୍ୟ ପ୍ରଭାବିତ ହୋଇ ନଷ୍ଟ ହୁଏ । 
ଗୋଟିଏ ପରିବାରର ସ୍ୱାମୀ - ସ୍ତ୍ରୀ ଏବଂ ପିଲାମାନେ ଏକ ଫଳବାନ ବୃକ୍ଷ ସଦୃଶ ହେବା ଉଚିତ । 
ସ୍ଵାମୀର ଛାୟାରେ ସ୍ତ୍ରୀ ଏବଂ ପିଲାମାନଙ୍କୁ ଆରାମ ମିଳିବା ଉଚିତ 
ସ୍ଵାମୀ-ସ୍ତ୍ରୀଙ୍କ ସମ୍ବନ୍ଧରେ ବ୍ୟତିକ୍ରମ ଆସିଲେ, ତାହାର ମନ୍ଦ ପରିଣାମ ମଧ୍ୟ ହୁଏ
ସ୍ଵାମୀର ଉଚିତ ପ୍ରେମ ଏବଂ ଆଦର ନ ମିଳିଲେ ସ୍ତ୍ରୀ ଶାରିରୀକ ଏବଂ ମାନସିକ ଭାବରେ ରୋଗଗ୍ରସ୍ତ ହୋଇଯାଏ

ଏକଦା ମୁଁ ଓ ମୋର ସ୍ତ୍ରୀ ଗୀଶେଲା ଏକ ଗୃହକୁ ପ୍ରାର୍ଥନା କରିବା ପାଇଁ ଏବଂ ସେମାନଙ୍କର କେତେ ଗୁଡ଼ିକ ପ୍ରଶ୍ନ ସମାଧାନ କରିବାକୁ ଗଲୁ । ସେହି ଗୃହର ଗୃହିଣୀ (ସ୍ତ୍ରୀ) କିଛି ଦିନ ଧରି ମୁଣ୍ଡ ଯନ୍ତ୍ରଣା ଏବଂ ଶାରିରୀକ ଯନ୍ତ୍ରଣାରେ ଦୁଃଖୀ  ଥିଲେ, ପୁଣି ଗୃହ କାର୍ଯ୍ୟ କରିବାକୁ ଅସମର୍ଥ ଥିଲେ । ହଜାର ହଜାର ଟଙ୍କା ତାଙ୍କର ଔଷଧରେ ଖର୍ଚ୍ଚ କଲେ ମଧ୍ୟ ତାଙ୍କୁ କୌଣସି ଆରାମ ମିଳୁ ନ ଥିଲା । ଶେଷରେ ଡ଼ାକ୍ତର କହିଲେ ଯେ ତାଙ୍କ ଅସୁସ୍ଥତା ଶାରିରୀକ ନୁହେଁ, ମାନସିକ ଅଟେ । ମନୋବିଶେଷଜ୍ଞଙ୍କର ଔଷଧରେ ମଧ୍ୟ କିଛି ସମୟ ପର୍ଯ୍ୟନ୍ତ ତାଙ୍କ ସହିତ କଥାବାର୍ତ୍ତା କରିବା କୌଣସି ଲାଭ ହେଲାନାହିଁ । ପରେ ଆମକୁ ତାଙ୍କ ଗୃହର ବାସ୍ତବ ସ୍ଥିତି ଜଣାପଡ଼ିଲା । କେତେ ବର୍ଷ ଧରି ସ୍ଵାମୀ-ସ୍ତ୍ରୀଙ୍କର ସମ୍ବନ୍ଧ କରୁଥିଲେ । କେତେଥର ସ୍ତ୍ରୀ ଆତ୍ମହତ୍ୟା କରିବା ସ୍ୱାମୀର କୃର ବ୍ୟବହାର ହିଁ ତାଙ୍କ ଅସୁସ୍ଥତାର ମୁଖ୍ୟ ଚିକିତ୍ସା ସମ୍ବନ୍ଧୀୟ ବୈଜ୍ଞାନିକ କହନ୍ତି, ଯେ ପାଇଁ ପ୍ରସ୍ତୁତ ହୋଇଥିଲେ କାରଣ ଥିଲା । ଆଧୁନିକ ମାନବର ୮୫ % ରୋଗ ଶାରିରୀକ ନୁହେଁ, ମାତ୍ର ମାନସିକ ଅଟେ । ମାନସିକ ରୋଗରେ ପୀଡ଼ିତ ସ୍ତ୍ରୀ ମାନଙ୍କର ସଂଖ୍ୟା ଆଜି ଅନେକ । ସ୍ୱାମୀର ପ୍ରେମହୀନ ବ୍ୟବହାରରେ ପ୍ରାୟତଃ ସ୍ତ୍ରୀ ମାନେ ହିଁ ପୀଡ଼ିତ ହୁଅନ୍ତି ।

ଜଣେ ସ୍ତ୍ରୀର ଶାରିରୀକ ଓ ମାନସିକ ଅସ୍ତିତ୍ବ ତା’ର ସ୍ୱାମୀର ପ୍ରେମ ଉପରେ ଆଧାରିତ ଅଟେ । ବିଶ୍ବ ପ୍ରସିଦ୍ଧ ଡଃ ଜେମ୍ସ ଡ଼ାକୁନ୍ ପରିବାର ସମ୍ବନ୍ଧରେ ଅନେକ ପୁସ୍ତକ ଲେଖୁଛନ୍ତି । ସେ କହନ୍ତି, “ଯେତେବେଳେ ତୁମେ ଅନୁଭବ କର ଯେ ତୁମ ସ୍ତ୍ରୀ ତୁମର ଯନ୍ ନ ନିଏ, ସେତେବେଳେ ତୁମେ ତାହାକୁ ଉଚିତ ଭାବରେ ପ୍ରେମ କରି ଯଦ୍ବାରା ତୁମେ ଦେଖୁବ ତୁମର ସ୍ତ୍ରୀ ତୁମକୁ ଏପରି ପ୍ରେମ କରିବ, ଯାହା ତୁମେ କେବେ ଚିନ୍ତା ମଧ୍ୟ କରି ନ ଥ‌ିବ ।” ଏକ ପରିବାରର ଆନନ୍ଦ ସ୍ବାମୀର ଖୁସି ମନୋଭାବ ଉପରେ ନିର୍ଭର କରେ । ମାତ୍ର ସ୍ୱାମୀର ଖୁସି ଏହି ବିଷୟରେ ନିର୍ଭର କରେ ଯେ ତାହାର ସ୍ତ୍ରୀ ତା’କୁ କି ପ୍ରକାର ବ୍ୟବହାର କରେ ।

ସ୍ତ୍ରୀ ଆପଣା ସ୍ୱାମୀ ଉପରେ ସର୍ବଦା ନିର୍ଭର କରେ । ତାହାର ପ୍ରତ୍ୟେକ ଚିନ୍ତା ଯଦି ସ୍ବାମୀକୁ କେନ୍ଦ୍ର କରେ, ତେବେ ତାହାର ଅନୁଭବ କରିବା ଉଚିତ ଯେ ତାହାର ସ୍ବାମୀ ତାହାକୁ ଗଭୀର ପ୍ରେମରେ ପ୍ରେମ କରେ । ସ୍ବାମୀ ମାନଙ୍କର ମଦ୍ୟ ପାନ, ମନ୍ଦ ସ୍ବଭାବ, ଅବିଶ୍ବାସ, ସନ୍ଦେହ ଇତ୍ୟାଦି ଆଚରଣରେ ଉତ୍ପନ ହୃଦୟ ଓ ବେଦନାରେ ପୀଡ଼ିତା ଅନେକ ମହିଳାଙ୍କ ଦୁଃଖ ପୂର୍ବ ପତ୍ର ପ୍ରତିଦିନ ଆମ ନିକଟକୁ ଆସିଥାଏ । ଆମର ପାଠକ ମାନଙ୍କ ମଧ୍ୟରୁ କେତେକ ଲୋକଙ୍କ ଜୀବନ ଏହି ସ୍ଥିତି ଠାରୁ ଭିନ୍ନ ହୋଇ ନ ଥ‌ିବ । ଯଦି ଏପରି ହୋଇଥାଏ, ତେବେ ଜୀବନରେ ପରିବର୍ତ୍ତନ ଆଣିବାକୁ ଅଧୁକ ବିଳମ୍ବ କରିବା ଅନୁଚିତ ।

ସ୍ଵାମୀ-ସ୍ତ୍ରୀ ଙ୍କ ସମ୍ବନ୍ଧ ଭାଙ୍ଗି ଯାଇଥ‌ିବା ପରିବାରର ପିଲାମାନଙ୍କ ଅବସ୍ଥା ବଡ଼ ଦୟନୀୟ ଅଟେ । ଯେବେ କୌଣସି ସ୍ଵାମୀ-ସ୍ତ୍ରୀକୁ ପ୍ରେମ ନ କରେ, ତେବେ ସେହି ପରିବାର ବଡ଼ ଦୁର୍ବଳ ହୋଇଯାଏ । ଏହାଦ୍ୱାରା ପିଲାମାନଙ୍କର ମାନସିକ ବିକାଶରେ ବହୁତ ମନ୍ଦ ପ୍ରଭାବ ପଡ଼େ । ଏହାର ପରିଣାମ ଆମେ ଆମ ଚତୁର୍ପାର୍ଶ୍ବରେ ଭଲ ଭାବରେ ଦେଖୁରୁ । କେତେ ଗୃହରେ ପିଲାମାନେ ୧୨, ୧୩, ଏବଂ ୧୪ ବର୍ଷ ହେବା ମାତ୍ରେ ମନ୍ଦ ସାଙ୍ଗ ମାନଙ୍କ ସହିତ ପଡ଼ିଯାଆନ୍ତି । ଗୁହରେ ପ୍ରେମ ନ ପାଇଲେ ସେମାନେ ମନ୍ଦ ରାସ୍ତାକୁ ଚାଲିଯାଆନ୍ତି  ଡ଼ାକ୍ତରମାନେ କହନ୍ତି , ସେହ୍ନ ରହିତ ପରିବାରର ମାତୃଗର୍ଭରୁ ଜାତ ଶିଶୁମାନେ ଅନେକ ରୋଗରେ ପୀଡ଼ିତ ହୁଅନ୍ତି, ଯାହାକି ଭବିଷ୍ୟତରେ ସେମାନଙ୍କର ମାନସିକ ବିକାଶରେ ବାଧା ସୃଷ୍ଟି କରେ । ଶକ୍ତିର ବିକାଶ ଏବଂ ଆତ୍ମ ବିଶ୍ୱାସ ଠିକଣା କରିବ, ତେବେ ତାହାର ମାତା-ପିତାର ଦାମ୍ପତ୍ୟ ଜୀବନକୁ ଦେଖ” । ସ୍ୱାମୀ - ସ୍ତ୍ରୀଙ୍କର ପ୍ରେମ ଏବଂ ଏକତା ପୂର୍ଣ ଜୀବନ ଦ୍ଵାରା ବୁଦ୍ଧିମାନ ଓ ସୁସ୍ଥ ପିଲା ଉତ୍ପନ୍ନ ହେବେ । ପିଲାମାନଙ୍କର ଭବିଷ୍ୟତ ଚିନ୍ତା କରି ଆପଣ ସ୍ୱାମୀ - ସ୍ତ୍ରୀ ସର୍ବଦା ପ୍ରେମରେ ରହନ୍ତୁ ।

ଗତ ଦିନରେ ଗୋଟିଏ ଝିଅର ପତ୍ର ମୋତେ ବଡ଼ ଦୁଃଖୀ ଏବଂ ଚିନ୍ତିତ କଲା । ସେ ଲେଖୁଲା - ଶ୍ରୀମାନ୍ ଆମ ଗୃହରେ କୌଣସି ବସ୍ତୁର ଅଭାବ ନାହିଁ । ମାତ୍ର ଆମ ଗୃହରେ ସାମାନ୍ୟ କଥା ନେଇ ମୋର ମାତା-ପିତା ଝଗଡ଼ା କରନ୍ତି ନାହିଁ, ଏପରି କୌଣସି ଗୋଟିଏ ଦିନ ନାହିଁ । ମୋର ପିତା କ୍ରୋଧରେ ଯେ କୌଣସି ମୂଲ୍ୟବାନ ପଦାର୍ଥ ଫିଙ୍ଗି ଦିଅନ୍ତି । ମୁହଁରେ ଯାହା ଆସେ କହନ୍ତି । ଆମେ ବାରିଜଣ ପିଲା ଏହା ଦେଖ୍ ବଡ଼ ଦୁଃଖୀ ଅଟୁ । ଗତ ଦିନରେ ଆମ ମା’ଙ୍କୁ ଖଡ୍ଗଘାତ ନରକ ପ୍ରାୟ ଅଟେ । ଗତ କେତେ ଦିନ ଧରି ବାପା ଘରେ ଖାଦ୍ୟ ଖାଉନାହାନ୍ତି । ଆମେ କ'ଣ କରିବୁ ? ଆମେ କିଛି ବୁଝିପାରୁନାହୁଁ । ଶ୍ରୀମାନ୍, ଆମ ଜୀବନ କ’ଶ ଶାମୟ ହୋଇପାରିବ ? ଦୁଃଖ, ନିରାଶା ଏବଂ ସୁହରେ ଆମେ ଜୀବନ କାଟୁଅଛୁ । ଚାରି ଝିଅ ଙ୍କ ମଧ୍ୟରେ ମୁଁ ବଡ଼ ଅଟେ । ଦୟାକରି ଆପଣ ଆମ ପାଇଁ ପ୍ରାର୍ଥନା କରନ୍ତୁ । ଏଥିପାଇଁ ମୁଁ ଆପଣଙ୍କୁ ପତ୍ର ଲେଖୁଛି ।”

ମୋର ହୃଦୟ ଯେପରି ଦୁଃଖତ ହେଲା, ସେହିପରି ଏହି ପତ୍ରକୁ ପାଠ କରୁଥିବା ପ୍ରତ୍ୟେକ ପାଠକଙ୍କ ହୃଦୟ ଦୁଃଖୁତ ହେଉଥ‌ିବ । ପ୍ରେମ ନ କରିବା ସ୍ଵାମୀ ହେତୁ ପରିବାର ନରକ ତୁଲ୍ୟ ହୋଇଯାଇଛି । ପିଲାମାନଙ୍କର ମାନସିକ, ଶାରିରୀଜ ଓ ଆମ୍ବିକ ବିକାଶରେ ଏହି ବ୍ୟକ୍ତି ଦାୟୀ ଅଟନ୍ତି ।

ଯେପରି ହେଉ, ମୁଁ ମୋର ଜୀବନ ଏହାଙ୍କୁ ସମର୍ପି ଦେଲି, ମାତ୍ର ଏହି ବ୍ୟକ୍ତି ମୋତେ ଥିବା ମୋର ପିଲାମାନଙ୍କୁ ପ୍ରେମ କରୁନାହାନ୍ତି ବର୍ତ୍ତମାନ ମୋର ଶେଷ ପରାୟଣ ଏକ ସ୍ତ୍ରୀର ପତ୍ର ମୋତେ ମିଳିଲା । ଏହି ମନୋଭାବରେ ବନ୍ଧୁଥିବ। ନିଶ୍ଚୟ ହଜାର ହଜାର ଏହି ଜଗତରେ ଥ‌ିବେ । ସେମାନେ ପରିବାରକୁ ନଷ୍ଟ କରି ଦିଅନ୍ତି । ଏହାର କାରଣ ସ୍ଵାମୀମାନେ ଠିକ୍ ଭାବେ ଗୃହ ପରିବାଚନା କରନ୍ତି ନାହିଁ.


❤  Writer by Jaga Santa

Welcome to the Youth of Jesus blog! Here you will find inspiration, encouragement, and guidance for living a Christ-centered life as a young person

Previous Post Next Post